File:Little Cormorant (ପାଣିକୁଆ) 003.jpg
Original file (1,600 × 1,200 pixels, file size: 132 KB, MIME type: image/jpeg)
Captions
This image contains digital watermarking or credits in the image itself. The usage of visible watermarks is discouraged. If a non-watermarked version of the image is available, please upload it under the same file name and then remove this template. Ensure that removed information is present in the image description page and replace this template with {{Metadata from image}} or {{Attribution metadata from licensed image}}.
Caution: Before removing a watermark from a copyrighted image, please read the WMF's analysis of the legal ramifications of doing so, as well as Commons' proposed policy regarding watermarks. If the old version is still useful, for example if removing the watermark damages the image significantly, upload the new version under a different title so that both can be used. After uploading the non-watermarked version, replace this template with{{Superseded|new filename|version without watermarks}} .Bahasa Indonesia ∙ italiano ∙ eesti ∙ sicilianu ∙ Deutsch ∙ català ∙ magyar ∙ čeština ∙ română ∙ español ∙ português ∙ English ∙ hrvatski ∙ Plattdüütsch ∙ français ∙ Nederlands ∙ polski ∙ galego ∙ slovenščina ∙ suomi ∙ svenska ∙ Ελληνικά ∙ беларуская (тарашкевіца) ∙ български ∙ македонски ∙ русский ∙ українська ∙ മലയാളം ∙ ไทย ∙ 日本語 ∙ 中文 ∙ 中文(简体) ∙ 中文(繁體) ∙ עברית ∙ العربية ∙ فارسی ∙ +/− |
Summary
[edit]DescriptionLittle Cormorant (ପାଣିକୁଆ) 003.jpg |
ଓଡ଼ିଆ: ଏହା ଏକ ଜଳଚର ପକ୍ଷୀ ଆପଣ ଓଡ଼ିଶାର ଯେ କୌଣସି ଜଳାଶୟରେ ଏହିମାନଙ୍କୁ ନିର୍ଭୟରେ ବିଚରଣ କରୁଥିବା ଦେଖିବାକୁ ପାଇବେ ସାଧାରଣତଃ ସକାଳ ଓ ଅପରାହ୍ନରେ ଏମାନେ ଡେଣା ମେଲେଇ ଜଳାଶୟ ଧାରରେ ଥିବା ପଥର ମାନଙ୍କ ଉପରେ ଅନେକ ସମୟ ବସିରହିଥିବା ଦେଖିବାକୁ ମିଳେ ପ୍ରାୟତଃ ଏକା କିମ୍ବା ଛୋଟ ଛୋଟ ଦଳରେ ଅଳ୍ପପାଣିଥିବା କାଦୁଆ ଅଞ୍ଚଳରେ ଏହି ପକ୍ଷୀମାନଙ୍କୁ ଦେଖିବା ମିଳେ ଏମାନେ ପାଣିଭିତରେ ବୁଡ଼ି ରହି ମାଛ ଶୀକାର କରିପାରନ୍ତି ଏମାନେ ସମୁଦ୍ର, ହ୍ରଦ, ପୋଖରୀ, ଇତ୍ୟାଦି ସ୍ଥାନମାନଙ୍କରେ ବି ଦେଖାଯାଆନ୍ତି
ଏହି ପକ୍ଷୀ କାଉପରି କଳା ମଚମଚ ହୋଇଥିବା ଏବଂ ପାଣିରେ ରହୁଥିବା ହେତୁ ଏହାକୁ ପାଣିକୁଆ ବୋଲି ମଧ୍ୟ କୁହାଯାଏ ଏହି ପକ୍ଷୀ ୫୦ ସେଣ୍ଟିମିଟର ପର୍ଯ୍ୟନ୍ତ ଲମ୍ବା ହୋଇଥାଏ ଏହାର ଶୀର ଗୋଲିଆ ହୋଇଥିବା ବେଳେ ଥଣ୍ଟ ମୁନିଆ ଓ ହୁକ୍ ପରି ହୋଇଥାଏ ଯଦିଓ ଏହି ପକ୍ଷୀ ଜଳଚର କିନ୍ତୁ ଏହା ଉଚ୍ଚ ଗଛର ଉପର ଡାଳମାନଙ୍କରେ ବସା ତିଆରି କରି ଅଣ୍ଡା ଦେଇଥାଏ ଏବଂ ଅନ୍ୟ ଜଳଚର ପ୍ରାଣୀମାନଙ୍କ ସହ ବସବାସ କରିଥାଏ ନିଜ ବସାଠାରୁ ଦୂରରେ ଥିବା ଜଳାଶୟ ମାନଙ୍କୁ ଏହା ଉଡ଼ିଉଡ଼ି ଯାଏ ଏବଂ ସଂଧ୍ୟାପୂର୍ବରୁ ବସାକୁ ଫେରିଆସେ ଏହି ପ୍ରଜାତିର ପକ୍ଷୀମାନଙ୍କରେ ପୁରୁଷ ଓ ମାଇ ପକ୍ଷୀକୁ ଚିହ୍ନିବା ସମ୍ଭବ ନୁହେଁ, କିନ୍ତୁ ସାଧାରଣତଃ ପୁରୁଷ ପକ୍ଷୀ ମାଇ ଅପେକ୍ଷା ବଡ଼ ହୋଇଥାଏ ଏହି ପକ୍ଷୀମାନେ ପାଣିରେ ପହଁରିବା ସହିତ ଉଡ଼ିବାରେ ମଧ୍ୟ ପାରଙ୍ଗମ ପାଣିମଧ୍ୟରେ ଅଧିକ ସମୟ ବୁଡ଼ିରହି ଏମାନେ ମାଛ ଧରିଥାନ୍ତି |
Date | |
Source | Own work |
Author | Dr Jyoti Prasad Pattnaik |
Licensing
[edit]- You are free:
- to share – to copy, distribute and transmit the work
- to remix – to adapt the work
- Under the following conditions:
- attribution – You must give appropriate credit, provide a link to the license, and indicate if changes were made. You may do so in any reasonable manner, but not in any way that suggests the licensor endorses you or your use.
- share alike – If you remix, transform, or build upon the material, you must distribute your contributions under the same or compatible license as the original.
File history
Click on a date/time to view the file as it appeared at that time.
Date/Time | Thumbnail | Dimensions | User | Comment | |
---|---|---|---|---|---|
current | 20:04, 20 October 2014 | 1,600 × 1,200 (132 KB) | Aahwaan (talk | contribs) | User created page with UploadWizard |
You cannot overwrite this file.
File usage on Commons
There are no pages that use this file.
Metadata
This file contains additional information such as Exif metadata which may have been added by the digital camera, scanner, or software program used to create or digitize it. If the file has been modified from its original state, some details such as the timestamp may not fully reflect those of the original file. The timestamp is only as accurate as the clock in the camera, and it may be completely wrong.
Unique ID of original document | xmp.did:93E8CB428E8DE311B3D5FE39A4E3C3DD |
---|---|
Software used | Adobe Photoshop CS5 Windows |